STORYMIRROR

Rajesh Kumar Barik

Romance

2  

Rajesh Kumar Barik

Romance

ରହି ପାରୁନାହିଁ

ରହି ପାରୁନାହିଁ

1 min
241

ରାଜେଶ କୁମାର ବାରିକ୍ ହାଲ୍କା ପବନ ଶିହରାଇ ଦେଲା ଛାତିରେ ଲାଗିଲା ରକ୍କା ତୋ ଗୋଲାପି ଓଠରେ ଫ୍ଲାଇଙ୍ଗ କିସ୍ ଦେଲୁ ରହି ପାରୁନାହିଁ ଏକା। ଶୁନ୍ ଶାନ୍ ରାତି ଭଲ ଚୋରା ପ୍ରିତି ମାରିବା ଲୋ ଆମେ ଚଉକା ହାଇ ହିଲ୍ ପିନ୍ଧି ହାଇଟ୍ ମିଳାନି ଝିଅଟା ଏକାତୁ ଚୋଖା। ତୋ ଆଖିର ଇଶାରା କଲା ଦରମରା ହସ ତୋର ଲକ୍ଷେ ଟଙ୍କା ପ୍ରେମ ତୋର ଲାଗେ ବାଘୁଆ ମହୁଲୋ ପାଇବାକୁ ମନେ ଶଙ୍କା। ସପନରେ ମୁଁ ନିଇତି ଯାଉଛି ତୋ ଝରକାକୁ ମାରେ ଟେକା ଦୁଆର ଖୋଲିକି ଭିତରକୁ ନେ ମୁଁ ରହିପାରୁ ନାହିଁ ଏକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance