STORYMIRROR

Rajesh Kumar Barik

Others

2  

Rajesh Kumar Barik

Others

ବିକଳିଆ ପ୍ରେମ

ବିକଳିଆ ପ୍ରେମ

1 min
346

ତୁ ଆସିଥିଲୁ ହାଲକା ନିଦରେ ତକିଆ ଗୋଟିଏ ହୋଇ

ଆଖିରେ ଏମିତି ଫଟୋ ରଖିଗଲୁ ପାରୁନି ଜମାରୁ ଶୋଇ ।

ଭିଜା ଶ୍ରାବଣ ତୁ ଓଦା କରିଗଲୁ ବିରହର ଗିତ ଗାଇ

ସରମରେ ମୁଁଯେ ଏମିତି ଭିଜିଲି ଗାମୁଛା ଦେଲେନି କେହି. ।

ରଂଗ ଫଗୁଣର ଅଭିର ରଂଗ ତୁ୍ ପିଚକାରି ପାଣି ନେଇ

ଏମିତି ଏ ରଂଗ ଛାତିରେ ଲାଗିଲା ସାବୁନୁ ପାରୁନି ଧୋଇ. ।

ଚାନ୍ଦିନୀ ରାତିର ଅମା ଅନ୍ଧକାର ଦିନ ଦ୍ବିପ୍ରହର ଛାଇ

ଆକାଶର ତାରା ଭଡାରେ ଆଣିବି କେବଳ ତୁମରି ପାଇଁ. ।

ପଛ ପକେଟ୍ ର ଖାଲି ପର୍ସ ତୁ ଗୋଟିଏ ଗିଫ୍ଟ ଦେଇ

ବିକଳିଆ ପ୍ରେମ ଶାନ୍ତି ଦିୟ ଯମ ପାରୁନି ମୁଁ ଆଉ ଶୋଇ. ।


Rate this content
Log in