STORYMIRROR

Rajesh Kumar Barik

Abstract

2  

Rajesh Kumar Barik

Abstract

ମରିଚିକା

ମରିଚିକା

1 min
189

ରାଜେଶ କୁମାର ବାରିକ୍ ଜାତି ଧର୍ମ ବର୍ଣ୍ଣ ଆଉ ବୟସ ନୂହେଁ ସେ ଜୀବନର ପ୍ରତିଛବି ଖାଲି ଅଳିକେ ମାତ୍ର, ସମୟର ସାଜେ ଭଗ୍ନସ୍ତୁପ ଜାଳିଦେଇ ମଣିଷକୁ ପ୍ରତାରଣାର ପ୍ରତିବାଦରେ। ଆଖି ଆଗର ଗତିହୋଇ ସୁନ୍ଦର ବରଫ ନଅର ସୃଷ୍ଟିକରି ପୁଲ,ଫଳ,ଡାଳ,ପତ୍ର ସବୁଜିମା ହେଲେ କାହିଁକି? ଏ ଅବାସ୍ତବ ଦୁନିଆ ଜଳାଇ ଜଳାଇ ମାରୁଛି ଆଜିବି ପ୍ରତି ମୂହୁତର୍ତ୍ତ କିଏ ସିଏ ! ଉଦ୍ଦେଶ୍ୟ କଣ? କଣ ପାଇଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract