STORYMIRROR

Rajesh Kumar Barik

Abstract

2  

Rajesh Kumar Barik

Abstract

ଚୁପ୍ ଚାପ୍

ଚୁପ୍ ଚାପ୍

1 min
316

ରାଜେଶ କୁମାର ବାରିକ୍ ଆଖିର କଥାକୁ ଓଠତ କହିନି ଖାଲି ବିତିଛିତ ଦିନ ରାତି ଆଖିର ପଲକେ ତ ଋପ ଝଲକେ ଏ କିପ୍ରକାର ସ୍ମୃତି ଭାବନାରେ ହଜେ ନିତି ନିତି ଖୋଜେ ଦରଦି ହୃଦୟ କଥା ତୋ ପଦିଏ କଥାରେ ଆରମ୍ଭ ହୁଏମୋ ଜୀବନର ଅନୁଚିନ୍ତା

ତୋର ବାଟ ଚାହେଁ କିଛି ବାଟ ଜାଏ ପଡେ ନାହିଁ ଆଖିପତା ଅନେକ ଲୋକଙ୍କ ସବୁ କଣ୍ଠ ସ୍ବର ଲାଗେ ଖାଲି ତୋକଥା

ମୋ ହୃଦୟ ଆକାଶେ ଆଲୋକିତ ଛବି ଶିହରାଏ ମୋ ଛାତି ପ୍ରତିଟି ମୂହୁର୍ତ୍ତ ଭାବେ ତୋକଥା ଏ କିପ୍ରକାର ସ୍ମୃତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract