Liza Senapati
Inspirational
ଜୀବନ ଇଏ ଅନେକ ରଗଂ ର, ମିଶ୍ରଣ ଟିଏ, କେବେ ଦୁଃଖ କେବେ ସୁଖ, ପ୍ରେମର ରଗଂ ପଲକେ ଆଣେ ଖୁସି, କେବେ ବିରହ ଦିଏ ଯାତନା, ଜୀବନ ଇଏ ସପ୍ତରଗଂର ଇଦ୍ରଧନୁ, ଶ୍ରାବଣ ଆସେ ଫଗୁଣ ନେଇ, ବସନ୍ତ ଆସେ ପ୍ରେମର ରଗଂ ଆଣି, ସୁଖ ଦୁଃଖ ଭରା ଏଇ ଜୀବନ, ହସ କାଦ୍ଦ ସବୁ ସମାନ,
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ
ଏହି ଅବଦାନ କଣ ବଡ ନୁହେଁ ନିଜକୁ ତିଳ ତିଳ କରି ଜାଳି କେବେ ପୁଣି ନିଆଁ ରେ ଜାଳି ଦିଅନ୍ତି ନଚେତ୍ ଧର ଏହି ଅବଦାନ କଣ ବଡ ନୁହେଁ ନିଜକୁ ତିଳ ତିଳ କରି ଜାଳି କେବେ ପୁଣି ନିଆଁ ରେ ଜାଳି ଦିଅନ୍ତ...
ମୋହ ମୋହ
ପ୍ରଥମ ହୋଇଛୁ ଶ୍ରେଣୀରେ ତୁହିରେ ଦେଉଅଛୁ ଆଶୀର୍ବାଦ ନାମ ରଖିବୁରେ ଆମ ଅଞ୍ଚଳରେ ଥିବ ଗୁରୁ ଆଶୀର୍ବାଦ। ପ୍ରଥମ ହୋଇଛୁ ଶ୍ରେଣୀରେ ତୁହିରେ ଦେଉଅଛୁ ଆଶୀର୍ବାଦ ନାମ ରଖିବୁରେ ଆମ ଅଞ୍ଚଳରେ ଥ...
ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll
ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହରୀ କଳିଙ୍ଗ ବୀର ସେ... ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହ...
ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll
କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ
ଜାଗିଉଠ କବି ଜାଗିଉଠ କବି
ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ
ମାଆ ଆସୁଛନ୍ତି ବୋଲି ମାଆ ଆସୁଛନ୍ତି ବୋଲି
ବୟସର ଆୟୁଷ ବୟସର ଆୟୁଷ
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
କେଜାଣି କାହିଁକି ଋତୁଚକ୍ରର ଆବର୍ତ୍ତନ! କି ସମୟର ବିବର୍ତ୍ତନ ଆଉ ଫରକ୍ ପଡେନି!! କେଜାଣି କାହିଁକି ଋତୁଚକ୍ରର ଆବର୍ତ୍ତନ! କି ସମୟର ବିବର୍ତ୍ତନ ଆଉ ଫରକ୍ ପଡେନି!!
ଆମ ଗାଁ ଟୋକା ରତନା ଲାଞ୍ଚ ଦେଇ ମାଷ୍ଟର ଚାକେରୀ କରିଛି ଗାଁରେ ତା'ଭାଉ ବଢ଼ିଛି ଆମ ଗାଁ ଟୋକା ରତନା ଲାଞ୍ଚ ଦେଇ ମାଷ୍ଟର ଚାକେରୀ କରିଛି ଗାଁରେ ତା'ଭାଉ ବଢ଼ିଛି
ତୁମରି ଆଶିଷ ଶେଷ ଅଭିଳାଷ ପୁରା କର ଚିତ୍ତରୂପା ତୁମ ଦରଶନେ ଶାନ୍ତି ସୁଧାରସ ତୁମରି ଆଶିଷ ଶେଷ ଅଭିଳାଷ ପୁରା କର ଚିତ୍ତରୂପା ତୁମ ଦରଶନେ ଶାନ୍ତି ସୁଧାରସ
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...