STORYMIRROR

Sunanda Mohanty

Action Inspirational

2  

Sunanda Mohanty

Action Inspirational

ଋଚିଶୀଳ

ଋଚିଶୀଳ

1 min
228

ଆଧୁନିକତାରେ ରହୁ ଶ୍ଳୀଳତା 

ସଂସ୍କାର ପୁଣି ଋଚି ସମ୍ପନ୍ନତା 

ମାର୍ଜିତ ଅନ୍ଧବିଶ୍ୱାସ ଦୂରେଇ

 ବିକଶି ଉଠୁ ସହନଶୀଳତା 

ପାରସ୍ପରିକ ବୂଝାମଣା ପରିପୃଷ୍ଠକତା 

ଜୀବନର ଅଗ୍ରଗତିରେ ନରହୁ ବୈଷମ୍ୟତା.

ଲକ୍ଷ୍ୟରେ ରହୁ ସମ୍ପୂର୍ଣ୍ଣ ଏକାଗ୍ରତା. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action