STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ରାଷ୍ଟ୍ରବାଦରେ ଗୁଞ୍ଜିବ ରାଷ୍ଟ୍ର

ରାଷ୍ଟ୍ରବାଦରେ ଗୁଞ୍ଜିବ ରାଷ୍ଟ୍ର

1 min
133


ଦୂର କରହେ ଦେଶ ଶାସନେ


ଛାଡ଼ ପରିବାରବାଦ ମନେ


ରାଷ୍ଟ୍ର ଭକ୍ତି ଟି ଗୁଞ୍ଜୁରେ ମନେ

 

ସମଭାବକୁ ରଖିବା ଧ୍ୟାନେ


ଦେଶର ଶତ୍ରୁ ଜନଙ୍କୁ ଚିହ୍ନିବା


କଥା ହିଁ ତାଙ୍କ ନାହି ହିଁ ମାନିବା


ଠକୁଛନ୍ତି ସେ ଆମ ଭାଇଙ୍କୁ


ଚିହ୍ନ ଟି ଏପରି ନେତାଙ୍କୁ।


ଆତ୍ମନିର୍ଭର ମନରେ ରହୁ


ଧ୍ୟାନ ଜନତା ସେବାରେ ରହୁ


ସତ୍ୟ ଓ ଅହିଂସା ପଥ ରହୁ


ରାଷ୍ଟ୍ର କର୍ଯ୍ୟରେ ହିଁ ଶ୍ରଦ୍ଧା ରହୁ


ହେବରେ ତେବେ ଟି ଏ ରାମରାଜ୍ୟ


ହେବରେ ଶକ୍ତିଶାଳୀର ସାମ୍ରାଜ୍ୟ


ଗୁଞ୍ଜିବ ଟି ନାମ ବିଶ୍ବ ସାରା


ଏହୁ ଦେବଙ୍କ ଭୂମି ପରା।


ଜାତିପ୍ରଥା ଟି କରିବା ଦୂର


କର ପରିବାରବାଦ ଦୂର


ରାଷ୍ଟ୍ରବାଦିକୁ କର ଆଦର


ସ୍ବପ୍ନ ବିଶ୍ବ ଗୁରୁ ସାକାର।


ସମର୍ଥନ ଦିଅ ରାଷ୍ଟ୍ରବାଦିକୁ


କରିବା ଶକ୍ତିଶାଳୀ ରାଷ୍ଟ୍ରକୁ


ବୈଭବରେ ପୁରିବ ଟି ଦେଶ


ତେବେହିଁ ବିଶ୍ବଗୁରୁ ଦେଶ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract