Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Drama Classics Inspirational

3  

Amit Bal

Drama Classics Inspirational

ରାକ୍ଷୀର ମାନ

ରାକ୍ଷୀର ମାନ

1 min
149


ସମୟର ଶୂନ୍ୟତା ମଧ୍ୟରେ

ସଂପର୍କର ଗଭୀରତା ମାପିବା

ଏତେ ବି ସହଜ ନୁହେଁ ,

ସାମ୍ଭାବ୍ୟ ସକାଳର ଅପେକ୍ଷାରେ

ଏଠି ସଂପର୍କ ଗଢା ଭଙ୍ଗା ହୁଏ ।


ମା'ର ଗର୍ଭରୁ ଏ ସଂପର୍କର ଗାରିମା

ସେଇ ଆତ୍ମୀୟତାକୁ ନେଇ ରାକ୍ଷୀର ବଡିମା;

ସ୍ମୃତିରେ ସାଇତା ସବୁ ସୁଖ ଦୁଃଖ

ସୁରକ୍ଷାର ବଳୟ ଦେଇ ଭାଇ ରହେ ସତର୍କ ।


ତଥାପି ଭାରି ଏଠି ମାନ ଅଭିମାନ

ଭାଇ ରଖେ ଭଉଣୀ ରାକ୍ଷୀର ମାନ

ଅଳପ ଆୟୁଷ ଅଳପ ଜୀବନ

ଆମ ସଂସ୍କୃତିର ରାଜସାକ୍ଷୀ ଏ ପ୍ରୀତିର ବନ୍ଧନ

ରାକ୍ଷୀ ଡୋର ଫୁଲ ଫଳ ସାଥେ ଟିକା ଚନ୍ଦନ।


Rate this content
Log in