Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଶ୍ବମ୍ବର ବେହେରା

Abstract Comedy Others

3.0  

ବିଶ୍ବମ୍ବର ବେହେରା

Abstract Comedy Others

ରାକ୍ଷୀ ତୁ ରହିଲୁ ସାକ୍ଷୀ

ରାକ୍ଷୀ ତୁ ରହିଲୁ ସାକ୍ଷୀ

1 min
194


ରକ୍ଷୀ ତୁ ରହିଲୁ ସାକ୍ଷୀ

ଘୁଇ ହାତରେ ମୁଁ

ବାନ୍ଧୁଛିରେ ତୋତେ

ସରଗେ ଶରଧା

ସେନେହ ସହିତେ

ରକ୍ଷୀ ତୁ ରହିଲୁ ସାକ୍ଷୀ,

ବିଶ୍ବ ଗୁପ୍ରେମ

ବିକଶିତ ହେଉ

ନାରୀ ନୋହୁ ନରିମାଝୀ

ରକ୍ଷୀ ତୁ ରହିଲୁ ସାକ୍ଷୀ ||

ଯଜମାନ ହିତେ

ପୁରେହିତ ନନା

କ୍ଷୀ-ପଇତାରେ

ମଙ୍ଗଳକାମନା

ପୁନେଇଁ ସକାଳ ଦେଖୁ

ସବୁରି କଲ୍ଯାଣେ

ଶ୍ରାବଣୀ ଉତ୍ସବ

ପବି ଅନ୍ତରେ ଲ

ରକ୍ଷୀ ତୁ ରହିଲୁ ସାକ୍ଷୀ !!


Rate this content
Log in

Similar oriya poem from Abstract