STORYMIRROR

Susanta kumar Das

Fantasy Others

3  

Susanta kumar Das

Fantasy Others

ରାଜା ରାଣୀ

ରାଜା ରାଣୀ

1 min
7.6K


ଜଣେ ଥିଲା ରାଜା

ରାଜା ପାଇଁ ଗୋଟେ ରାଣୀ

ଦୁହେଁ ଦୁହିଁଙ୍କ ପାଇଁ

ଲେଖା ହୋଇଛି କାହାଣୀ ।।

ବାଲେଶ୍ଵର ଜିଲ୍ଲା କୋଳରେ ରହିଛି

ଚନ୍ଦନେଶ୍ଵର ବୋଲି ଗୋଟେ ଗାଆଁ

ସେ ଗାଆଁରେ ମୋର ଭାଇନାଙ୍କ ଘର

କି ସୁନ୍ଦର ଦିଶେ ଆହା ।।

ମନ ରହିଗଲା ରାଣୀଙ୍କ ଠାରେ

ଆସିଲା ବର ବେଶରେ ରଜା

ବରଯାତ୍ରୀ ଧରି ଡିସେମ୍ବର ୧୦ରେ

ଯୋଡ଼ି ମହୁରୀ ବଜାଇ ବାଜା ।।

ଚାହୁଁ ଚାହୁଁ ଏକ ବରଷ ପୁରିଲା

ମୋ ଭାଇନାଙ୍କ ପ୍ରମୋଶନ ହେଲା

ସେହି ଖୁସିରେ ଚାରି ଚକିଆ ଯାନ କିଣି

ଟୁର ଯିବାର ପ୍ରୋଗ୍ରାମ ହୋଇଲା ।।

ରାଜା ରାଣୀଙ୍କ ଯୋଡ଼ି ତ ସୁନ୍ଦର

ସ୍ନେହ ପ୍ରେମ ତାଙ୍କ ନିରନ୍ତର

ସୁଖ ଦୁଃଖରେ ସାଥୀ ହୋଇ

ଚାଲୁ ଥାଅ ଜୀବନର ପଥ ଦୂର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy