STORYMIRROR

Susanta kumar Das

Others

2  

Susanta kumar Das

Others

ଜନମ ଦିନର ଅଭିନନ୍ଦନ

ଜନମ ଦିନର ଅଭିନନ୍ଦନ

1 min
8.5K


ଟିକି ବୋଲି ନାଆଁଟି ତାର

ଶ୍ୟାମଳ ରଙ୍ଗ ତାର ଦେହ ଶରୀର

କଥା କହି ସମସ୍ତଙ୍କୁ କରେ

ପର ଆପଣା ଅତି ନିଜର ।।

ସାଙ୍ଗ ହିଁ ଜୀବନ ପବିତ୍ର ବନ୍ଧନ

ବନ୍ଧା ହୋଇଥାଏ ଆମ ମନ

ସାଙ୍ଗ ହୋଇ ରହିଥା’ ମୋ ପାଖେ

କେବେ କରିବୁନି ତୁ ଅଭିମାନ ।।

ଡିସେମ୍ବର ୧୦ ସାଙ୍ଗର ମୋର

ଅଟଇ ଯେ ଜନମ ଦିନ

ସାଙ୍ଗ ହୋଇ ତତେ ଜଣାଉଛି

ଜନମ ଦିନର ଅଭିନନ୍ଦନ ।।

ସାଙ୍ଗ ତତେ ଦେବା ପାଇଁ ସତେ

ମୋ ପାଖରେ କିଛି ନାହିଁ

ଗୀତଟିଏ ତୋ ପାଇଁ ଲେଖିଦେଲି

ମନ ଦେଇ ପଢ଼ିବୁ ତୁହିଁ ।।

ସୁପ୍ରଭାତୀ

ସଂଜ ଆଳତୀ

ମୋ ଗୁଣ୍ଠୁଣି ହାତୀ

ତୁ ମୋ ସାଙ୍ଗ

ତୁ ମୋ ନଡ଼ିଆ ଭାଙ୍ଗ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍