STORYMIRROR

Sunanda Mohanty

Inspirational Others

2  

Sunanda Mohanty

Inspirational Others

ପୂଣ୍ୟ

ପୂଣ୍ୟ

1 min
137

ଦାଇତ୍ୱ ଅଛି ଅନେକ ଶୋଇଯିବା ଆଗୁ 

ଦାଇତ୍ୱ ଅଛି ଅନେକ ଶୋଇଯିବା ଆଗୁ 

ଦୁଇଟି ବାକ୍ୟ ଏକା ପରି, ମନବୃତ୍ତି ଜାଗୁ 

ବୁଝିବାକୁ ମନ ଧ୍ୟାନ ଆଉ ଜ୍ଞାନ ମାଗୁ 

ପ୍ରଥମ ବାକ୍ୟ ଟି ପ୍ରତିଦିନ ର କର୍ତ୍ତବ୍ୟ 

ଦ୍ୱିତୀୟ ବାକ୍ୟଟି ମରିବା ଆଗୁ ଦାଇତ୍ୱ 

ପ୍ରତିଦିନ ଆଖି ବୁଝିବା ଆଗରୁ ଦାଇତ୍ୱ 

କରିବ ଯିଏ ସଦା ସୁସମ୍ପର୍ନ୍ନ, ପୁର୍ବରୁ 

ମରିବା ବେଳକୁ କହିବେନି କେହି 

ଦାଇତ୍ୱ ନିଭେଇ ନପାରି ଚାଲିଗଲା 

ଆରପାରିକୁ !.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational