Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Inspirational Children

3  

Akankshyamayee Dash

Inspirational Children

ପୁସ୍ତକ

ପୁସ୍ତକ

1 min
226


ଛାତ୍ର ଜୀବନରେ ବିଶେଷ ମହତ୍ତ୍ଵ ହେଉଚି ପାଠ ପଢିବା

ପାଠ ହେଉଚି ସମସ୍ତ କବଚ ର ବିଧାତା ,ସୃଷ୍ଟି କର୍ତ।

ପାଠ ନ ହେଲେ ଦୁନିଆ ଅନ୍ଧାର , ସ।ଠ ନ ହେଲେ ବାଟ ଅନ୍ଧାର

ରୋଜଗାର ନ କଲେ ସବୁ ଅନ୍ଧାର

ଠିକ୍ ସେହି ପରି ସବୁ ମୂଳର ଗୁରୁତ୍ଵ ହେଉଚି ପାଠ ।

ପାଠ ପଢ଼ ଭାଈ ପାଠ ପଢ ପାଠ ପଢି ପୁଣି ଦେଶ ଗଢ

ପାଠ ପଢିଲେ ରଖି ବ ନାମ ,ତା ହେଲେ ହେ ବ ପୁଣି ଉଚ୍ଚ ପଦ ମାନ୍ୟା

ପାଠ ପଢିବା ଠୁ ଭଲ ଗୁଣ କିଛି ନାହିଁ ,ପାଠ ପଢିଲେ ତୁମେ ହେ ବ ସାରା ସର୍ବ ତୁ ର ସାଇ ।

ଏ ମାୟା ସଂସାରେ ଭାସୁ ଅଛି ଏବେ ଦୁଃଖ ରେ ଭବ ସାଗରେ

କି ଅବା ସତେ କଣ ହେଲା , କୋରୋନ। ଆନିକି ସବୁ ଜୀବନ ନଷ୍ଟ କରି ଦେଲା ।

ଯୋଥ ଚିତ୍ ଘରେ ରହି ବାକୁ ନେବା ସମାଧାନ ରୂପେ ବାଛି ,

ତା ହେଲେ ଯାଏ କୋରନ। କମିବ ,ଆମେ ଯିବା

ବାଟ ବାଛି

ଜଗତ ର ନାଥ ଆହେ ଜଗନ୍ନାଥ ତୁମକୁ ଗୁହାରି ଏତିକି

କବଚ ସାଜି କି କୋରନ। ଦାଉ ରୁ ରକ୍ଷା କର

ଆଗେ ସଭି କି ।।



Rate this content
Log in

Similar oriya poem from Inspirational