STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ପୁନର୍ଜନ୍ମ"

"ପୁନର୍ଜନ୍ମ"

1 min
125

ମୋର ଆଉ ଲୋଡାନାହିଁ

ଦେହ'ରୁ ବିଦେହ ହେବା

ଯଦି, କେବେ ଛାଡ଼ିବି ସଂସାର,

ଉଡିଯିବ ପ୍ରାଣପକ୍ଷୀ

ସୀମାହୀନ ଆର'ପାରେ

ଛାଡ଼ିଦେଇ ନିଷ୍ପ୍ରାଣ ଶରୀର

ମୁଁ" ଚାହେଁ ପୁନର୍ଜନ୍ମ

ମିଛ ମାୟା ଏ'ମର ଶରୀର

ନିର୍ବାଣ ଲୋଡାନାହିଁ ମୋର

ଏ' ମର୍ତ୍ତ୍ୟକୁ ବାହୁଡ଼ିବା ପାଇଁ

ବାରମ୍ବାର ଧରୁଥିବି

ହାଡ଼-ରକ୍ତ-ମାଂସର ଶରୀର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract