STORYMIRROR

Liza Senapati

Tragedy

2  

Liza Senapati

Tragedy

ପୁଣି ସେ

ପୁଣି ସେ

1 min
142

କିଟି ମିଟି ଅଦ୍ଧାର

ଝାପ୍ସା ଝାପ୍ସା ଆଲୁଅରେ,

ଟୋପା ଟୋପା ବର୍ଷା ବିନ୍ଦୁ

ପରିଚିତ ସେଇ ଚେହେରା

ନିଜର ନିଜର ଲାଗୁଥିବା

ସବୁ ଅପରିଚିତ ପଦାର୍ଥ 

ତା ଭିତରେ ମୁଁ 

ଖୋଜି ଚାଲିଚି  

କେଜାଣି କେତେ ଦିନ ପରେ 

ଧସେଇ ପସି ଆସିଚି ,

ତା ସ୍ମୃତି ସବୁ 

ଖୋଜିବାକୁ ମତେ ଅଥୟ କରୁଚି,

କାଲି ହଜିଯାଇଥିବା 

ସେଇ ପରିଚିତ ଚେହେରାକୁ।


Rate this content
Log in

Similar oriya poem from Tragedy