ପୁଣି ଜଳିଲା ଉତ୍ସାହ ବତୀ
ପୁଣି ଜଳିଲା ଉତ୍ସାହ ବତୀ

1 min

166
ପୁଣି ଜଳି ଉଠିଲା
ଉତ୍ସାହ ବତୀ ନିଜର
ଆଲୋକ ଶିଖା ଦେଉଛି
ବାଣ୍ଟି
ଆଲୋକିତ କରିବ ସେ
ତିମିର ଅନ୍ଧକାର ପ୍ରୋଜୋଳ୍ବିତ
କରିବ ସେ ଏ ସଂସାର
ସଭିଙ୍କ ମନରେ ଭରିଦେବ
ଆନନ୍ଦମୟ ଝଲକ
ହଟାଇଦେବ ସବୁ ପ୍ରମାଦ
ସଭିଏଁ ହୋଇବେ ଆନନ୍ଦିତ
ସତ୍ ପଥରେ ଯାଇ କରିବେ
ସଭିଏଁ ନିଜ ନିଜ କାଯ୍ଯ
ପାଇବେ ଗୌରବ
ବିଶ୍ବ ଲୋଭିବ ଶାନ୍ତି ଅନେକ
ନ ରହିବ ଆଉ ଭେଦ ଭାବ
ଦୂରିଭୂତ ହୋଇଵ ସବୁ କଷ୍ଟ
ଜାଗି ଉଠିବ ପ୍ରେମମୟ ଭାବ
ହଟାଇଦେବ କାଳିମାମୟ
ର୍ଦୁଯୋଗ
ନିମିଷକେ ହୋଇବେ ସର୍ଵେ
ପରିତ୍ରମୟ ।