STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ସ୍ୱପ୍ନ

ସ୍ୱପ୍ନ

1 min
249

ରାତ୍ରିର ଅନ୍ଧାରି ଇଲାକା ନୁହେଁ ସ୍ୱପ୍ନର ଘର

ସ୍ବପ୍ନ ଆସେ, ଦିବସ, ରଜନୀ, ପ୍ରତିଟି,ମୁହୂର୍ତ୍ତ

ସ୍ବପ୍ନ ମୋର ରଙ୍ଗ ବେରଙ୍ଗୀ

ସୁନେଲି ଆଉ ରୂପେଲି

ସ୍ୱପ୍ନର ସାଗରରୁ ମୁଁ

ରୋମନ୍ଥନ, କରିଛି

କେତେ, କେତେ, ଶାମୁକା

ମୁକ୍ତା, ମୋତି ଆଉ ମାଣିକ୍ୟ

ତା ଠାରୁ ବି ମୂଲ୍ୟବାନ

ପଦାର୍ଥ ଅନେକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

Similar oriya poem from Inspirational