STORYMIRROR

Mrs. SASMITA DAS

Inspirational Others

3  

Mrs. SASMITA DAS

Inspirational Others

ପୁଣି ହସିବ

ପୁଣି ହସିବ

1 min
12.2K

ଆଗାମୀ ସକାଳ ଦିନେ

ମେଘମୁକ୍ତ ହେବ

ଏ ବ୍ୟଥିତ ଜୀବନରେ 

ନୂୂଆ ମୋଡ଼ ହିଁ ଆସିବ 

ଏ ହା ହା କାର 

ଆତଙ୍କିତ ସମୟର 

ଅନ୍ତ ଯେ ଘଟିବ 

     ଦ୍ଵିତୀୟ  ଈଶ୍ବର ଚିକିତ୍ସକ ହିଁ ସାଜିବେ 

     ପ୍ରତି ମଣିଷର ମାର୍ଗ ଦର୍ଶକ ହିଁଁ ହେବେ

     ଚିକିତ୍ସା ବିଜ୍ଞାନ ଦ୍ଵାରା

    ଭୁତାଣୁ ର ଅସ୍ତିତ୍ୱ ଲୋପ ସେ କରିବେ  

    ବିଭୀଷିକା ପ୍ରକୋପ ରୁ ଆଶ୍ୱସ୍ତି କରିବେ 

ଚିକିତ୍ସଙ୍କ ପରାମର୍ଶ 

ଆମର ଆୟୁଧ 

ମାନି ମାପି ଚଳିଗଲେ

କ୍ଷାନ୍ତ ହେବ କ୍ଲେଶ  

     ଉପଯୁକ୍ତ ପରାମର୍ଶ

     ମାନି ଯେ ଚଳିବା 

    ଦୁନିିିିଆ କୁ ଭୁତାଣୁ ମୁକ୍ତ କରିଦେବା 

ପୁଣି ହସି ଉଠିିବ

ଏ ବିଶ୍ୱ ସାମାଜ  

ହୃଦୟର ପ୍ରତି ଟିି

ସ୍ପନ୍ଦନରେ ଭରିବ ଆନନ୍ଦ 

ଆଗାମୀ ସକାଳ  

ଦିନେ ମେଘମୁକ୍ତ ହେବ ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational