STORYMIRROR

Prabhanjana Tripathy

Romance

2  

Prabhanjana Tripathy

Romance

ପଥର

ପଥର

1 min
228

ତୁମେ ସାଗର ବାଲିରେ ନାମ ଲେଖିଦେଲ,

ଢେଉ ଆସି ତାକୁ ନେବ ଲିଭେଇ,

କହିଦେଲ ସିନା(ମୁଁ)ପଥର ହୃଦୟ,

ଥରେ ନାମ ଲେଖ ଲିଭିବ ନାହିଁ,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance