STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ପଥିକ

ପଥିକ

1 min
266


ଜୀବନର ପଥେ ମୁଁ ଜଣେ ପଥିକ

ଚାଲିବାକୁ ଅଛି ଆଗକୁ ଅନେକ

ସତ୍ୟ ସୁନ୍ଦର ଆଲୋକ ସୁପଥେ

ମୁଁ ଚାଲୁଥିବି

ସମୟ କଷଟି ଗାରେ

ଜୀବନକୁ ନିତ୍ୟ ନିଖାରିବି ।


ଜୀବନ ସଡ଼କ ଧାରେ

 ନିକଟ ଅନତି ଦୂରେ

ରୋପୁଥିବି ଫୁଲ ଫଳ ଗଛ 

ମାଳି ପରି ଯତ୍ନ ତାର ନେବି,

ମୋ ସପନ ବଗିଚାରେ

ବିହଙ୍ଗମ କୂଜନରେ

ମଧୁମୟ ଆଶା ଓ ଉଲ୍ଲାସ ନେଇ

ଚାଲୁଛି ମୁଁ ନିତ୍ୟ ଚାଲୁଥିବି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational