STORYMIRROR

Sonali Garnayak

Inspirational

3  

Sonali Garnayak

Inspirational

ପଥ

ପଥ

1 min
211

ପାରୁନି କରି ସେ ପଥର ଆବିଷ୍କାର 

ଅଛି ଯେଉଁଠି ଅଙ୍କା ବଙ୍କା ମୋ ସ୍ୱପ୍ନର ଘର 

କରୁଛି ମୋତେ କେତେ ଯେ ଲହୁ ଲୁହାଣ 

ଖୋଜୁଛି ମାପିବାକୁ ତା ପରିମାଣ 

ଥକି ପଡୁଛି ମୁଁ ବାର ବାର 

ପ୍ରତିଥର କରୁଛି ମୋତେ ତିରସ୍କାର 

ଜାଣିଛି ଅଦେଖା ରାସ୍ତାର ଏ ଲକ୍ଷ୍ୟ 

କଟାକ୍ଷ କରୁଛି ଏ ଦୁର୍ଗମ ସତ୍ୟ 

ଛାଡି ଅଛି ପଛରେ ଦାଗ ଅତୀତର 

କାହିଁ କେତେ ଦିନୁ ସାଜିଛି ବାଟୋଇ ଏ ବାଟର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational