Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Tragedy

3  

baishnaba meher

Tragedy

ପଥ

ପଥ

1 min
366


ମୋ ଜୀବନ ଚଲା ପଥ 

ଆଉ...

ତୁମ ଚଲା ପଥ ଭିନ୍ନ 

ମୋ ଚଲା ପଥ କଳଙ୍କିତ 

କିନ୍ତୁ;

ତୁମର ନାହିଁ କଳଙ୍କର ଚିହ୍ନ । 


ସେଦିନ ଭଳି ନିଃସହାୟ ମୁଁ 

ହେଲେ...

ତୁମ ପାଖେ ସାମ୍ରାଜ୍ୟ ଅର୍ଥର 

ଦିନେ ଥିଲ ବନ୍ଧୁ ହୋଇ 

ଆଜି...

କରି ଦେଲ କେତେ ପର । 


ଚଲାପଥ ଏକ ଥିଲା 

ଆଉ...

ଥିଲା ଖଟି ମଜା ବନ୍ଧୁତ୍ୱର 

ଅର୍ଥରେ ତୁମେ ହୋଇ ଅଳଙ୍କୃତ 

ନିର୍ଦୟେ...

ଧ୍ଵଂସ କଲ ଆମ ସମ୍ପର୍କର । 


ଯେତକ ଦୁଷ୍କର୍ମ ଥିଲ କରି 

ମୋ ମୁଣ୍ଡେ ଦେଲ ଲେପି 

ସରାଗରେ ମୁଁ ନେଲି ଆଦରି 

ନିଜ ଆତ୍ମୀୟ ବନ୍ଧୁ ଭାବି । 



Rate this content
Log in

Similar oriya poem from Tragedy