STORYMIRROR

Dr Prasana Kumar Dalai.

Romance

3  

Dr Prasana Kumar Dalai.

Romance

ପ୍ରତ୍ୟୁଷ ରୁ ଗୋଧୂଳି!

ପ୍ରତ୍ୟୁଷ ରୁ ଗୋଧୂଳି!

1 min
12


ଶାନ୍ତ ସରଳ ଗୋଧୂଳି ପରି 

ତୁମେ ଆସିଲ ମୋ ଜୀବନ କୁ 

ମୁ ଅଶାନ୍ତ ଓ ସ୍ତବ୍ଧ 

ତୁମ ବାସ୍ନା ଖେଳିଗଲା 

ମୋ ମନର ପ୍ରାଙ୍ଗଣରେ 

ସତେ ଯେମିତି ସ୍ୱର୍ଗ ର ପରୀ 

ସବୁ ଯନ୍ତ୍ରଣା ର ମହାଔଷଧୀ 

ମୁ ଫେରିବାକୁ ଚାହେଁନା ଅତୀତ କୁ 

ଆଜି ସବୁ ପୁରୁଣା କ୍ଷତ ସାଉଁଟି 

ବୋଧହୁଏ ମୁ ପହଂଚିଛି 

ମୋ ଜୀବନ ର ଗୋଧୂଳି ରେ |




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance