STORYMIRROR

Akshayakumar Dash

Action Fantasy Thriller

3  

Akshayakumar Dash

Action Fantasy Thriller

ପ୍ରତିଶୋଧ

ପ୍ରତିଶୋଧ

1 min
159


ଆଘାତ ଆସିଲେ ପ୍ରତିଷେଧନିଏ

ଖୁଦ୍ର ପିମ୍ପୁଡିବି କାମୁଡିଦିଏ

ସର୍ପ ବି ଫଣା ଟେକି ଦଂଶନ କରେ

ମଣିଷକୁ କ୍ଷତିରେ ପକୋଉଥିବା

ଭୁତାଣୁ ପାଇଁ ପ୍ରତିଶୋଧ ନିଆଯାଏ

 ଶରୀର ଭିତର ପ୍ରତିରୋଧ ବଢ଼େ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action