STORYMIRROR

Ranjan Kumar Brahma

Abstract

2  

Ranjan Kumar Brahma

Abstract

ପ୍ରତିକ୍ରିୟା

ପ୍ରତିକ୍ରିୟା

1 min
177

ମୁଁ ଏମିତି ଗୋଟିଏ ବନ୍ଧୁଙ୍କ ବନ୍ଧୁ ଯେ,

ତୁମ ଦୁହିଙ୍କ ସମ୍ପର୍କ କଅଣ

ଯେଉଁ ମାନେ ଏପରି ପୁଛନ୍ତି 

ସେମାନଙ୍କ ଉତ୍ତର ଦେଇ ପାରୁନି


ଅଠାଇଶି ପୁରି ଉନତ୍ରୀଂଶ ହେଲା

ଏ ପର୍ଯ୍ୟନ୍ତ ପାଠ ପଢ଼ା ସରିନି

ସମସ୍ତ ଇଁଟେରଭ୍ୟୁ ଦେଉଛି

ଟ୍ୟୁସନ କରୁଛି ,

ଘରର ସବୁ କାମ କରିବା ସହ

ନେଟ୍ ୱା ର୍ ର୍କିଂଗ୍ କରୁଛି

ଯଦି କେହି ରୋଷେଇ କରିବାକୁ ଡାକନ୍ତି 

ସେଥିରେ ଵି ଯାଉଛି

ତୁମ ପରି ବନ୍ଧୁ ବାନ୍ଧବଙ୍କ 

ପୋଡଶୀ ଙ୍କ ବୋଲ ମାନୁଛି


ମୋ ଅଭାବୀ ଜାଣି ଜାଣି

ତଥାପି ଯେବେ ପଚାର ,

ଆଜିକାଲି କଅଣ କରୁଛ

ନିରୁତ୍ତର ରହିବାକୁ ଶ୍ରେୟ ମଣୁଛି

କିଏ କାହାର ପ୍ରକୃତ ବନ୍ଧୁ ଜାଣି ପାରେନି 

ସେ ମୋର ନା ମୁଁ ତାହାର

ଏବେ ସୁଦ୍ଧା କେହି କାହାକୁ ଛାଡ଼ି ପାରୁନୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract