STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ପ୍ରତିଜ୍ଞା

ପ୍ରତିଜ୍ଞା

1 min
197


କରୁଛି ଆଜି ମୁଁ

ଭୀଷ୍ମ ପ୍ରତିଜ୍ଞା

ଅବିରତ କରିଯିଵି ଜୀବନ ସଂଗ୍ରାମ

ଦେଶ ମାତୃକାର କରିବି ସେବା

ଥିବା ପଯ୍ୟନ୍ତ ମୋ ପିଣ୍ଡରେ ପ୍ରାଣ

ଭୁଲିବିନି କେବେ 

ତା ପାଣି ପଵନ ।

ପ୍ରତି ଅଣୁରେ ସିମର୍ଜୀତ ରକ୍ତ ବିନ୍ଦୁରେ ମୋର 

ଧରି ରଖିଛି ମୋ ସ୍ମୃତି

ଅନୁଭୂତିର ସମ୍ଭାର

ତାରି ବୁକୁ ପରେ କହୁନାହିଁ ଖୋଲି

ତାରି ଦରଦ ଲୁଚାଇ ରଖିଛି

ଅନ୍ତର ବକ୍ଷେ

କରୁଛି ପଣ ରଖିବି ମୁଁ ତାରି ସମ୍ମାନ

ଗଲେ ଯାଉପଛେ ମୋରି ଜୀବନ  

ତୃପ୍ତି ଲଭିବ ମୋରି ଅନ୍ତର

ଆତ୍ମା ହାରିବିନି ବାଜି

ହାତରେ ଧରି ଅହିଂସା ଅସ୍ତ୍ର

ମାଡ଼ି ଚାଲିବି ମୁଁ ଆଗକୁ

ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନକୁ

ସ୍ମରଣ କରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational