STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ପ୍ରତୀକ୍ଷା ପ୍ରେମ ପାଇଁ

ପ୍ରତୀକ୍ଷା ପ୍ରେମ ପାଇଁ

1 min
134


ସଦା ବେଳେ ମୁହିଁ

ମନରେ ଭାବୁଛି

ତୁମକୁ ଦେଖିବି ବୋଲି,

କାଲି ଆସି ତୁମେ

କହିଲ ସପନେ

ମୋତେ ଭୁଲି ଯାଆ ବୋଲି।

କେମିତି ଭୁଲିବି

ଉପାୟ କହିନ

ବୁଝି ପାରୁ ନାହିଁ ମୁହିଁ,

ଶୟନ ଶଯ୍ୟାରେ

ପ୍ରତି ଯାମିନିରେ

ତୁମକୁ ରହେ ମୁଁ ଚାହିଁ।



Rate this content
Log in

Similar oriya poem from Romance