STORYMIRROR

Subrat Malik

Drama Tragedy Fantasy

3  

Subrat Malik

Drama Tragedy Fantasy

ପ୍ରତିଧ୍ବନି

ପ୍ରତିଧ୍ବନି

1 min
171

ତୁମେ ଫେରିଗଲା ପରେ ଜୀବନର ରୂତୁଚକ୍ର ରୁମନର ଶାରଦୀୟ ଆକାଶ ଦିଶୁନାହିଁ ଧୋବ ଫରଫର ଘାଣ୍ଟିଚକଟି ହୋଇଯାଇଛି ତୁମ ପ୍ରଦତ୍ତ ଛଳନା, କପଟତା,ସ୍ୱାର୍ଥପରତା,ପ୍ରତାରଣାର ପ୍ରଲେପରେଅଭିଷ୍ଟ ଉପହାର ତୁମରକେମିତି ବା କରିଥାନ୍ତି ହୃଦୟହୀନ ପ୍ରେମିକଟେ ପରି ପ୍ରତ୍ୟାଖ୍ୟାନଜାଣ ବି ତ ତୁମେ ଭଲ ଭାବରେହୃଦୟ ଅଛି ବୋଲି ମୋରପାଇଥିଲି ଭଲ ନିଜଠୁ ଅଧିକ ଦିନେ ।।

ତୁମେ ଫେରିଗଲା ପରେ ଜୀବନର ରୂତୁଚକ୍ରରୁହସ ଖୁସିର କାକରବିନ୍ଦୁଟୋପା ଟୋପା ହୋଇଆଉ ଝରୁନାହାନ୍ତି ପ୍ରତ୍ୟୁଷର ଆଗମନେପୂର୍ବପରିପ୍ରତ୍ୟାଖିତ ପ୍ରେମିକରମନର ଅଗଣାରେକେମିତି ବା ଝରନ୍ତେନିଜ ସାଥିରେ ନେଇଯାଇଛକରି ନିଜ ଅନୁଗାମୀମୋତେ ଯେମିତି କରିଥିଲଆଜି ଶୁଭେ କେବଳ ତା ପ୍ରତିଧ୍ବନି ହଁ କେବଳ ତା ପ୍ରତିଧ୍ବନି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama