STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ପ୍ରତିଦାନ

ପ୍ରତିଦାନ

1 min
101

ମୁଁ ନିଷ୍ଠୁରତାର ସୀମା ଲଙ୍ଘିଛି

ବର୍ବରତାକୁ ହିଁ ଭଲପାଇଛି

ପ୍ରତିଦାନ ଏବେ ଭଲପାଇବାର

ସାତଶପନ, ହେଇପାରେ

ମରୁଭୂମିରେ, ବର୍ଷା

ଦୀପ ସିନା ଲିଭିଯାଏ

ସଳିତା ବି ସରିଯାଏ

ମୁଁ, କିନ୍ତୁ ଜଳିଥାଏ

ସାରାରାତି ।


Rate this content
Log in

Similar oriya poem from Abstract