STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ପ୍ରତିଛବି

ପ୍ରତିଛବି

1 min
143

ଆଙ୍କିଛି ମୁଁ ପ୍ରତିଛବି

ହୃଦୟରେ ତୁମର

ଭଲପାଇଛି

ନିଜଠୁ ବି ଆହୁରି ନିଜର

ପରଖି ନିଅ

ଶୁଦ୍ଧ କି ସୁବର୍ଣ୍ଣ

କାହିଁକି ନା ମୁଁ

ଵୁଝିଛି

ଭଲ ପାଇବା ହିଁ

ସ୍ବର୍ଗୀୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational