ଲିମନ ଦିଦି
Abstract
ତୁମର ସ୍ପର୍ଶ
ଅସୀମ ବଳ ଭରିଦିଏ
ତୁମର କଥା
ଜହ୍ନ ଛୁଇଁବାର ଊର୍ଜା ଯୋଗାଏ
ତୁମ ସାଙ୍ଗରେ ବାଟ
ଭାରି ସହଜ ଜଣା ପଡେ
ତୁମ ସହିତ ପାଠ
ବିଶ୍ବ ବିଦ୍ୟାଳୟ କମ୍ ହୁଏ
ତୁମର ଆକଟ
ସବୁ ଭୁଲକୁ ପାସୋରି ଦିଏ
ତୁମର କୋଳ
ସବୁ ଜଞ୍ଜାଳ ସାରିଦିଏ ।
ଚାଲ୍ ଆଉଥରେ
ପଦେରେ ଗଦେ(ମନ)
ପଦେରେ ଗଦେ(ଦାର...
ଆଉ ଥରେ
ସବୁ ତୁ
ରାତିର ସାଥୀ
ଜଗା ତୋର ଡୋରି
ରାସ୍ତା ଏପଟୁ
କାଳିଆର ଆଖି ଠା...
ତୁମେ ମୋର ବୋଲି
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ ସେ କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ...
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ବିଜୟା ଦଶମୀ ବିଜୟା ଦଶମୀ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ପୁତ୍ରର ବିଳାପ ପୁତ୍ରର ବିଳାପ
ସତ୍ୟ ବଚନ ସତ୍ୟ ବଚନ
କବି କବି
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ