STORYMIRROR

Ranjan kumar Mohanty

Romance

3  

Ranjan kumar Mohanty

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
246

ପ୍ରୀତିର ପଙ୍କରୁ ପ୍ରେମାକ୍ତ ପଙ୍କଜ

ପ୍ରଥମ ପ୍ରେମର ପବିତ୍ର ପୁଷ୍ପଜ

ପ୍ରମତ୍ତ ପ୍ରଶ୍ନ

ପ୍ରାପ୍ତି ପ୍ରଚ୍ଛନ୍ନ

ପ୍ରୟାସର ପୂର୍ଣ୍ଣତା ଏ ପ୍ରାଣର ପ୍ରାଚୁର୍ଯ୍ୟ ।


ସ୍ମୃତିସରସୀରେ ସ୍ୱପ୍ନିଳ ସରୋଜ

ସମ୍ପର୍କ ସକାଳେ ସ୍ୱର୍ଣ୍ଣିମ ସୂରୁଜ

ସଦ୍ୟ ସ୍ତମିତ

ସ୍ୱଳ୍ପେ ସର୍ଜିତ

ସମ୍ଭ୍ରମର ସ୍ଵାକ୍ଷର ଏ ସର୍ବଦା ସତେଜ ।



Rate this content
Log in

Similar oriya poem from Romance