STORYMIRROR

Sujata Routray

Romance

2  

Sujata Routray

Romance

ପ୍ରଥମ ଚିଠି

ପ୍ରଥମ ଚିଠି

1 min
397

ଆଜିବି ରଖିଛି ସାଇତି

ପ୍ରୀତିଭିଜା ଚିଠିଟିଏ


କେହିଜଣେ ଲେଖିଥିଲା

ସ୍ୟାହି ନୁହେଁ ରକ୍ତରେ


ପ୍ରେମରେ ବୁଡିଥିଲା

କାହା ଭଲପାଇବାରେ


ବର୍ଷ ପରେ ବର୍ଷ ବିତୁଛି

କାଲି ପରି ଲାଗୁଛି


ଯତ୍ନରେ ସାଇତା ଚିଠିଟି

ଆଜିବି ସ୍ମୃତିକୁ କରେ ଜୀବନ୍ତ


ସ୍ମୃତି ସେ ଯେ ଅଭୁଲା ଦିନର

ସହଚର ଅନ୍ତିମ କ୍ଷଣର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance