Akshayakumar Dash
Abstract
କେତେ କଥା ସବୁ ବିଶ୍ୱାସ ଭିତରେ
ଭରସା ଦେଇ
ମନଢଳିଗଲା ଚହଲା ପାଣିରେ
ପ୍ରୀତକୁ ନେଇ
ସରଳ ଭିତରେ ଗରଳ ଭରିଛ
ବୁଝୁଛି ମନ
ପ୍ରତାରଣା କରି କିଯଶ ପାଇଲ
ପୋଡ଼ୁଛ ବନ
ଜୀବନ ଜାଙ୍କର କଳଙ୍କ ବୋଲିଲ
ତୁଚ୍ଛାରେ ପ୍ରେମ
ପ୍ରେମ ନୁହେଁ ଖାଲି ଦେହର ଦେହକୁ
ମେଣ୍ଟିବା କାମ
ଚୋରା ଚାହାଣି
ଜମି
ଆଲକ
ଗଇଛ ଶାଗ
ଗୋପବନ୍ଧୁ
ସନ୍ଥ
କର୍ମ ଫଳ
ଦେବୀ ଗଙ୍ଗା
କୃଷ୍ଣ
ଫଳ
ଯନ୍ତ୍ରଣାର ତାପ ଯନ୍ତ୍ରଣାର ତାପ
ତୁ କଳା ସାଆନ୍ତ ତୁ କଳା ସାଆନ୍ତ
ସରସ୍ବତୀ ଦେବୀ ନମସ୍ତୁତେ ସରସ୍ବତୀ ଦେବୀ ନମସ୍ତୁତେ
ଅସହ୍ୟ ସମୟ ବିଷ ଅସହ୍ୟ ସମୟ ବିଷ
ପଞ୍ଚୁକ ଦିନଚର୍ଯ୍ୟା ପଞ୍ଚୁକ ଦିନଚର୍ଯ୍ୟା
ରଙ୍ଗମଞ୍ଚ ଅଟେ ଏହୁ ରଙ୍ଗମଞ୍ଚ ଅଟେ ଏହୁ
ଶ୍ରୀପଞ୍ଚମୀ ଶ୍ରୀପଞ୍ଚମୀ
ଏକ ତରଫା ଏକ ତରଫା
ଦେଉଛି ଗୌରବ ନୂଆ ଭାରତ ଦେଉଛି ଗୌରବ ନୂଆ ଭାରତ
ନାରୀ ନାରୀ
ମାତୃଭାଷା ଅଟେ ଜନନୀର ଭାଷା ମାତୃଭାଷା ଅଟେ ଜନନୀର ଭାଷା
ପ୍ରେମରେ ପ୍ରେମରେ ପ୍ରେମରେ ପ୍ରେମରେ
ଗଣତନ୍ତ୍ର ଦିବସ ଗଣତନ୍ତ୍ର ଦିବସ
ଶୁଭମୟ ହେଉ ଶୁଭମୟ ହେଉ
ଆସ ପ୍ରେମର ପତାକା ଧରି ଉଡ଼ାଇବା ନୀଳ ଆକାଶରେ, ସଭିଙ୍କୁ ନିଜର ଭାବି ଭାତୃଭାବେ ତୋଳିନେବା ବାହୁ ଆସ ପ୍ରେମର ପତାକା ଧରି ଉଡ଼ାଇବା ନୀଳ ଆକାଶରେ, ସଭିଙ୍କୁ ନିଜର ଭାବି ଭାତୃଭାବେ ତୋଳିନେବା ବ...
କିଛି ବ୍ୟଥା ଅବସାଦ ମନେ ପଡ଼ିଗଲେ ଅବ୍ୟକ୍ତ ଲୋତକ ଝରେ ବିଚ୍ଛେଦ ବିରହ ଜ୍ୱାଳାରେ ଜର୍ଜରିତ ଚିତ୍ତ କିଛି ବ୍ୟଥା ଅବସାଦ ମନେ ପଡ଼ିଗଲେ ଅବ୍ୟକ୍ତ ଲୋତକ ଝରେ ବିଚ୍ଛେଦ ବିରହ ଜ୍ୱାଳାରେ ଜର୍ଜ...
ସେବେ ପର୍ଯ୍ଯନ୍ତ ରହେ ଶରୀର ର ଏଇ ଭଡା ଘରେ ଜୀବନ ଯେ ପର୍ଯ୍ଯନ୍ତ ଦେଇ ଚାଲିଥାଏ ସେ ବୟସ ର କଡା ପାଉଣା। ସରି... ସେବେ ପର୍ଯ୍ଯନ୍ତ ରହେ ଶରୀର ର ଏଇ ଭଡା ଘରେ ଜୀବନ ଯେ ପର୍ଯ୍ଯନ୍ତ ଦେଇ ଚାଲିଥାଏ ସେ ବୟସ ର କ...
ଅପକାର ଦେଖି ଲାଗଇ ଦୁଃଖ ଉପକାର ବେଶୀ ଲଭନ୍ତି ସୁଖ । ତୋହରି ତଟରେ ଗଢେ ସହର ପଲ୍ଲୀଗ୍ରାମ ପୁଣି କ ଅପକାର ଦେଖି ଲାଗଇ ଦୁଃଖ ଉପକାର ବେଶୀ ଲଭନ୍ତି ସୁଖ । ତୋହରି ତଟରେ ଗଢେ ସହର ପଲ୍ଲ...
ସମ୍ମାନ ଦେଇ ନିଜ ମାଟି ମା' କୁ ରଖିଯାଏ ଯେ ତା ମାନ ସେହି ସୁଯୋଗ୍ୟ ସନ୍ତାନ ବୋଲାଏ ତା ପାଦେ କୋଟି ନ ସମ୍ମାନ ଦେଇ ନିଜ ମାଟି ମା' କୁ ରଖିଯାଏ ଯେ ତା ମାନ ସେହି ସୁଯୋଗ୍ୟ ସନ୍ତାନ ବୋଲାଏ ତ...
ଯେଉଁଠି ଏ ସବୁ କୁ-ପ୍ରକ୍ରୃତି ର ନ ଥାଏ ତିଳେମାତ୍ର ଛିଟା ହାଲକା ଯଦି ମଣିଷ ନିଜ ଭିତରେ ଥିବା ନିଷିଦ୍ଧ ଯେଉଁଠି ଏ ସବୁ କୁ-ପ୍ରକ୍ରୃତି ର ନ ଥାଏ ତିଳେମାତ୍ର ଛିଟା ହାଲକା ଯଦି ମଣିଷ ନିଜ ଭିତରେ ଥିବ...