STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ପ୍ରତାରଣା

ପ୍ରତାରଣା

1 min
402

ସ୍ପନ୍ଦନ ବଢୁଛି ଏବେ

ମନଟା ବୁଝୁନି ଜମା

ଭଲ ପାଇବାର ଦ୍ୱାହି

ଦେଇ, ଵୁଝିଛି ବୋଲି

ତମ ଛଳନା

ଜନ୍ମଠୁ ମରଣ

ସଞ୍ଜଠୁ ସକାଳ

ପୃଥିବୀଠୁ ଆକାଶ

କେତେ ବ୍ୟବଧାନ

ଛଳନା, ପ୍ରତାରଣା ଏକ

ଏମିତି ଶବ୍ଦ ହୋଇ ପାରେ

ଅପଶବ୍ଦ, ହେଲେବିତ

ବାଧ୍ୟ୍ୟହୁଏ ଆଙ୍କିବାକୁ ଚିତ୍ର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract