STORYMIRROR

Kalpana Satpathy

Classics Inspirational Others

3  

Kalpana Satpathy

Classics Inspirational Others

ପୃଷ୍ଠା ପତ୍ର

ପୃଷ୍ଠା ପତ୍ର

1 min
16

ନିତି ଖୋଜୁଥିବି ମୋ ଜୀବନ ପୃଷ୍ଠା ପତ୍ରରେ 

ତୋ ଝଡା ତୁଳସୀର ପତ୍ର,

ନିତି ଲେଖୁଥିବି ବିନୟ ପତର 

ମହକୁଥିବ ତୋ ବାସ।


ନିତି ପାଉଥିବି ତୋ ତୁଳସୀ ପତ୍ରର ଜଳ 

ସବୁ ପାପ ହେଉଥିବ କ୍ଷୟ,

ମୋ ଜୀବନ କାହାଣୀ ତୁମ ହାତେ ବନ୍ଧା 

ନଥିବ ଆଉ ଯେ ଭୟ।


ନିତି ଗୁନ୍ଥୁଥିବି ତୁଳସୀର ମାଳ 

ଭଜୁଥିବି ତୋର ନାମ,

ଯେଣୁ ମୋ ଜୀବନ ତୋ ହାତ ଖେଳନା 

ଆହେ ପ୍ରଭୁ ପଦ୍ମମୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics