STORYMIRROR

Hrushikesh Satpathy

Fantasy

3  

Hrushikesh Satpathy

Fantasy

ପ୍ରଣୟୀ

ପ୍ରଣୟୀ

1 min
13.3K


ଅନେକେ ଲେଖନ୍ତି ପ୍ରଣୟ କବିତା

ଦୂୂୂର ଦିଗବଳୟେ ଦେଖି।

ଆଜି ମୁଁଁ ଲେଖୁଛି ଭିନ୍ନ ଏ କଵିିିତା

ତୁୁୁମରିି ନାମରେ ସଖୀ।

ସଭିଏଁ ଭାବନ୍ତି ରାଧା ମୀରା କଥା

ମୋ ଭାବନା କିନ୍ତୁ ଭିନ୍ନ।

ଅମାବାସ୍ୟା କେବେଦେଇ ନ ଜୀବନେ

ଦେଇଛ ପୁୁୁନେଇ ଜହ୍ନ।

ଅନେକେ ଦେଖନ୍ତୁ ମୁଖେ ସୁନ୍ଦରତା

ମୁଁ କିନ୍ତୁୁ ହୃଦୟ ଦେଖେ।

କେଉଠି ପାଇବି ତୁମରି ହୃଦୟ

ଯାହା ପାଏ ତୁମପାଖେ।

କଦମ୍ବ ବଣରେ 

କାଦମ୍ବରୀ ରୂପେ

ନିିିକାଞ୍ଚନେ ଥିଲ ରହି।

ପୁୁୁଣ୍ୟପରଶରେ

ଭରିଗଲା ଆଗୋ

ମୋ ଜୀବନ,ବଇଦେହୀ।

ଆଖି ଲୁହ ସିିନା

ପୋଛିି ପାରିବିନି

କୋହକୁ ସାଉଟିନେବି।

ଭାଙ୍ଗି ଯାଅନା ଗୋ

ଶୁୁୁଭାଙ୍ଗିିିନୀ ମୋର

ସେନେହେ ସଜାଇ ଦେବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy