STORYMIRROR

R Ashwani Banjan Murmu

Thriller Others

2  

R Ashwani Banjan Murmu

Thriller Others

ପରଂବ୍ରହ୍ମ

ପରଂବ୍ରହ୍ମ

1 min
151


ଦେଖ କିଏ ଜଣେ ଅତିଥି  ଆସିଛି   

ଖିଲିଖିଲି ହସ, କୁଆଁ କୁଆଁ କାନ୍ଦ

ଓଃ ପରଂବ୍ରହ୍ମ 

ଈଶ୍ୱର ଈଶ୍ୱର ଲାଗୁଛି

ସମସ୍ତେ ଖୁସିରେ  ମସଗୁଲ

ସ୍ୱର୍ଗଟା ପୃଥିବୀକୁ ପଳେଇ  ଆସିଛି !


ହେଇ ଚୁପ ରୁହ

ସେଠି କ'ଣ ଚାଲିଛି     

ଗୁମୁରି ଗୁମୁରି ସଙ୍ଖେଇ ହେଇ

କିଏ ସେଠି କାନ୍ଦୁଛି

ଓଃ ନା ପରଂବ୍ରହ୍ମ

କିଏ ଜଣେ ଚାଲିଗଲେ

ପୃଥିବୀଟା ନର୍କ ପରି ଲାଗୁଛି !


Rate this content
Log in

Similar oriya poem from Thriller