STORYMIRROR

R Ashwani Banjan Murmu

Tragedy

3  

R Ashwani Banjan Murmu

Tragedy

କିଛି ନୁହଁ

କିଛି ନୁହଁ

1 min
315

କିଛି ନୁହଁ ବୋଲି ମନେ ହୁଏ

ତଥାପି ଭୟ ଲାଗେ

ମୂଲଚାଲର ହସ

ଉଚ୍ଚା ଉଚ୍ଚା କାେଠରୀରେ,


କିଛି ନୁହଁ ବୋଲି ମନେ ହୁଏ

ତଥାପି ଭୟ ଲାଗେ

ଶୁଣିଲେ କେଉଁ କନ୍ୟାର ଚିତ୍କାର

ଅମାବାସ୍ୟାର ଅନ୍ଧାରରେ,


କିଛି ନୁହଁ ବୋଲି ମନେ ହୁଏ

ତଥାପି ଭୟ ଲାଗେ

ଅନ୍ଧ ପଟୁଳିର ନ୍ୟାୟ ନିକିତିରେ

ବିଚାରର ପଥ ହୁଡିଗଲେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy