STORYMIRROR

Neelima Nivedita Behera

Abstract Others

2  

Neelima Nivedita Behera

Abstract Others

ପରମ ସତ୍ୟ

ପରମ ସତ୍ୟ

1 min
13.6K


ଦେଇ ଦେଇ କ'ଣ ଦେବ ଯେ ?

ଦେଇ ପାରିବ

ଦୁଇ ପଟ ଶଙ୍ଖା ନଇଲେ ଦୁଇ ଟୋପା ଲୁହ

ଦେଇ ପାରିବ

ଦ୍ଵିପ୍ରହର ଡହଡହ ତାତି ଅଥବା ସଂସାର ଗଢିବାର ମୋହ

ଅତିବେଶିରେ ଦେଇପାରିବ

ଅହିସୁଲକ୍ଷଣୀ ଆଶା ନଚେତ୍ ବୈଧବ୍ୟର କୋହ...

କହୁନ ???

ୟା'ଠୁ ବଳି କ'ଣ ଦେବ ଯେ ?

ଦେହର ଦାୟରେ

ମୁଁ କିନ୍ତୁ ପ୍ରେମ କରେନା ତୁମକୁ

କିଛି ପାଇବା ଆଶାରେ

ବିଦାୟ ଦିଏନା ମୋ ଅଲିଅଳି ନିଦକୁ

ପରିଚୟ ମୁଖାରେ

ଭୁଲେନା ବି

ସତ୍ତା ଆଢୁଆଳେ ସେ ପରମ ସତ୍ୟକୁ ।


@ ନୀଳିମା ନିବେଦିତା


Rate this content
Log in

Similar oriya poem from Abstract