STORYMIRROR

Susil Pani

Action

3  

Susil Pani

Action

ପ୍ରକୃତି

ପ୍ରକୃତି

1 min
341


ମଣିଷ ପ୍ରକୃତି ମଲେ ତୁଟିବ

        ଘୁସୁରି ପ୍ରକୃତି ପଙ୍କେ ଲୋଟିବ

ମରି ମରି ଜିଏ ଜିଁଈଛି ଜିବନେ

         ମରିବାକୁ ସିଏ କାହୁଁ ଡରିବ

ଯେତେ ଡରାଈଲେ ଯେତେ ବାଡାଈଲେ

        ମଣିଷ କି ନିଜ ପ୍ରକୃତି ଛାଡିବ

ଜଗା ଧରିଅଛି ଜଗତ ର ଡୋରି

       କାହାକୁ ଟାଣିବ କାହାକୁ ଛାଡିବ

ଅଜଣା ଅପରିଚିତ କୁ ଗୃହେ ଆସ୍ରୟ ଦେଲେ

        ଅକାଳରେ ପୁଣି କାଳ ପୁରିବ

ତ୍ରେତୟାରେ ସିନା ଶ୍ରୀରାମ ପାଦ ଷ୍ପସ ପାଇ

     ପାଶାଣି ଅହଲ୍ୟା ପାଈ ଥିଲା ମୁକତି

ଏ କଳି ଜୁଗରେ ସାଧୁ ସନ୍ଥ ନାମରେ

      ଭଣ୍ଡିବା ଠକିବା ସାର ହୋଈଛି

ଉତ୍ତମ ପାତ୍ର ରେ ଦାନ ଦେବା ପାଈଁ

    ଭିକାରି ଅକ୍ଷମ ଚିହ୍ମିବା କଷ୍ଟ ହେଉଛି

ଠାକୁରଙ୍କ ନାମରେ ଭିକ୍ଷା ନେଈ ଭଣ୍ଡ

  ବ୍ୟାଙ୍କରେ ଟଙ୍କା ଜମା ରକ୍ଷି କୋରଡପତି ବନୁଛି

ଘୋର କଳି କାଳ ଈଏ ରେ ଭାଈ

    ସଠିକ ପାତ୍ର ରେ ଦାନ ଦେବା କଠିନ ଲାଗଈ

ଜଦି ମନ ହୁଏ କେବେ ଦାନ ଦେବାପାଈଁ

      ସହୃଦୟେ ସପାତ୍ରେ ଦାନ ଦିଏ ସେଠାଈଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action