STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
364


ବନ୍ଧୁ ଭାବେ କେହି

ଜନ୍ମ ହୋଇ ନାହିଁ

ଜନମ ହୋଇଲେ

ବନ୍ଧୁ ହୁଅଇ


  

ବନ୍ଧୁର ବନ୍ଧୁତା

ଅତ୍ୟନ୍ତ ଦୁର୍ଲଭ

ମୃତ୍ୟୁ ପରେ ମଧ୍ୟ

ମହକୁ ଥାଇ


ରହି ନାହିଁ କେହି

ରହିବେ ନାହିଁ ଟି

ବନ୍ଧୁଟି କିମିତି

ଆମର ହେବ


ବନ୍ଧୁତା ପଣିଆ

ଅମର ଅକ୍ଷୟ

ପ୍ରକୃତ ବନ୍ଧୁହିଁ

ଜାଣେ ସେ ଭାବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract