STORYMIRROR

Kumarlal Rana

Romance Fantasy

3  

Kumarlal Rana

Romance Fantasy

ପ୍ରିୟତମା

ପ୍ରିୟତମା

1 min
234

ଏଜ ମୋର ଟୁଁଣ ସୁରୁତ ଲାଗୁଛେ ସୁରୂତା କରି l

ମୋର  ଗେଲେଇ   ସୁନାର କଥାକେ ମରୁଛେ ଝୁରି 

ତାର  ବିନେ ଜୀବନ ସରେ ତାର ବିନେ  ବୁହେ ପାନୀ l

କେନ  ତାକେ ଭୁଲେଇ ଯିବା   ସେ   ମୋର ବଡା ଚାହାନି l

 ଦିଲ ତାର  କେତେ ବଡ଼ ମୋର ଲାଗି   ସତେ l

ତାର  ମୋର ଗୁପତ  ଭାବ ଲାଗିଛେ  ଜଗତେ l

ସେ ମୋର ସୁନା  ସେ ମୋର ଗୁନା ପୀରତି କରା ରାନୀ l

ତାର  ବିନେ କେ  ଅଛେ ଦେଖାସି କେଡ଼େ ଚାହା ନି l

ଗୁପତର କଥା କହିଦେଶି ହସି ହସି ମତେ l

ହେତିର ଲାଗି ଝୁରି ମରସି ତାର ବିନୁ  କେତେ l


Rate this content
Log in

Similar oriya poem from Romance