STORYMIRROR

sumita behera

Romance

3  

sumita behera

Romance

ପ୍ରିୟତମା

ପ୍ରିୟତମା

1 min
235

ଜୋଛନା ନିଆଁରେ

ଦେହ ସେକୁ ସେକୁ

ନୀଳକଇଁ କହୁଛି ଜହ୍ନକୁ ଚାହିଁ,

ସତ କୁହ ପ୍ରିୟ

ଜୀବନେ ତୁମର

ଅସୁମାରୀ କଇଁ ଅଛନ୍ତି କି ନାହିଁ।


ହସି କହେ ଜହ୍ନ

ଆଗୋ ପ୍ରିୟତମା

ପବିତ୍ର ପ୍ରେମରେ ସନ୍ଦେହ କାହିଁ,

ପରମାତ୍ମା ଏକ

ଜୀବାତ୍ମା ଅନେକ

ବିଶ୍ୱାସରେ ବନ୍ଧା ଅଛନ୍ତି ରହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance