Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Tragedy Romance

3  

Susil Pani

Tragedy Romance

ପ୍ରିୟାରେ ପ୍ରିୟା ତୁ ଏକି କଲୁ

ପ୍ରିୟାରେ ପ୍ରିୟା ତୁ ଏକି କଲୁ

1 min
389



ପ୍ରିୟାରେ ପିୟା ତୁ ଏକି କଲୁ

ସୁଖ ସାଥେ ସଦା ଥିଲୁ ମୋ ସାଥିରେ

ଦୁଖ ବେଳରେ କି ନିରଦୟ ହେଲୁ

ପ୍ରିୟାରେ ପ୍ରିୟା ତୁ ଏକି କଲୁ ।

ସୁଖର ସପନ ଦେଖୁଥିଲି ନିତି

ତୋ ରୂପକୁ ଭାବି ଭାବି

ସଂସାର ତୋ ସାଥେ କରିବି ବୋଲି ମୁଁ ।

କହୁଥିଲି ସାଙ୍ଗ ସାଥେ

ତୋ ପ୍ରେମକି ଥିଲା ଛଳନା ମୋ ପାଈଁ

ଅଧାବାଟେ ଛାଡିଗଲୁ

ପ୍ରିୟାରେ ପ୍ରିୟା ତୁ ଏକି କଲୁ ।

ଦିନଟିଏ ମୋତେ ନଦେଖିଲେ ତୁହି

ବିକଳରେ କାନ୍ଦୁଥିଲୁ

ସକେଈ ସକେଈ ତା ଆରଦିନ

ତୋ ପ୍ରେମେ ଭିଜଉ ଥିଲୁ ।

ଏ କଣ ହେଲା କହ ତୁମେ ପ୍ରିୟା

ଅତିତର ପ୍ରେମ କି ଭୁଲି ଗଲୁ

ଭଲ ପାଈବାର ଅଭିନୟ କରି

ପ୍ରତାରଣା ମୋତେଦେଲୁ

ପ୍ରିୟାରେ ପ୍ରିୟା ତୁ ଏକି କଲୁ ।



Rate this content
Log in

Similar oriya poem from Tragedy