STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରିୟାର ସ୍ମୃତି

ପ୍ରିୟାର ସ୍ମୃତି

1 min
231


ମୋ ପ୍ରିୟାର ସ୍ମୃତିରେ ମୁଁ ଝୁରୁ ଅଛି

ମୋ ପ୍ରିୟାକୁ ମୁଁ ଭଲ ପାଉଛି

ପ୍ରିୟା ତୁମ କଥା ଆଜି ଭାରି ମନେ ପଡେ

ମୋତେ ଛାଡି ଚାଲି ଗଲ କେଉଁ ଆଡ଼େ

ଏକାଠି ଆମେ ପାଠ ପଢୁଥିଲେ

ପିଲା ବେଳେ ରାଜା ରାଣୀ ହୋଇ

ଖେଳ ଖେଳୁ ଥିଲେ

କଥା ଦେଇ ଥିଲ ମୋ ସାଥେ ରହିବ

ଜୀବନ ସାରା ମୋ ସୁଖ ଦୁଃଖର ସାଥି ହୋଇବ

ଆଜି ତୁମରି ସ୍ମୃତି ନେଇ ବଞ୍ଚି ରହି ଅଛି

ମନେ ମନେ ଖୋଜୁଛି ତୁମକୁ କେବେ ନ ପାଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance