STORYMIRROR

Sanjay kumar Tripathy

Romance

2  

Sanjay kumar Tripathy

Romance

ପ୍ରିୟା

ପ୍ରିୟା

1 min
111


ମୋ ଅନ୍ତର ସତେ ଦେଖୀ କି ପାରନ୍ତ

କେତେ ଲୁହ କୋହ ଭରା


ମୋ ହୃଦ-ମହଲ ବୁଲିକି ଯାଆନ୍ତ

ତୁମ ସ୍ମୃତି ସବୁ ଭରା।


ବୋଧହୁଏ ହୁଏ ଆଉ ସେଇ ଜହ୍ନ ନାହିଁ

କୁମାର ପୂର୍ଣ୍ଣିମା ରାତି


ଆଉ ବୋଧେ ସେଇ ଯୌବନ ନାହିଁ

ଉଛୁଳା ଭରା ପିରତି।


ଅଛି ଜଦି ଖାଲି ଶେଷ ର ନିଃଶ୍ୱାସ

ତୁମ ପାଦ ଚଲା ବାଲି


ସାଇତିଛି ଯଦି ଖାଲି ସେ ବାସନା

ତୁମେ ଆସିବ ଆସିବ ବୋଲି....


ପ୍ରିୟ

ତୁମେ ଆସିବ ଆସିବ ବୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance