ପ୍ରିୟା
ପ୍ରିୟା
ତୁମେ ମୋର ପ୍ରିୟା
ପ୍ରେମର ମାନସୀ
ମାେ ମନ ଆକାଶେ
ପୂର୍ଣ୍ଣିମା ର ଶଶି
ତୁମେ ମନ - କଳ୍ପନା ର ମୁଁ ମାନସ
ମାେ ହୃଦୟେ ତୁମେ ସଦା ହସ ହସ
ତୁମ ଚୋଲା ପଥେ ବାଟୋଇ ମୁଁ ସା ଥୀ
ତୁମେ ଜାଣି ଲୋନି ମୋ ମନ ର କ୍ଳାନ୍ତି
ହସି ହସି ଦିନେ ଦେଇଥିଲି କହି
ତୁମକୁ ଜୀବନେ ଭୁଲି ଯିବି ନାହିଁ
ଭଲ ପାଇବା ଟା ତ ନୁହେଁ ପାପ
ଭୁଲି ଯିବା ହିଁ ତ ସବୁଠାରୁ ପାପ
ସବୁ ସ୍ମୃତି ଏବେ ପାସୋରି ରିନୋ ଗଲ
ଏବେ ମାେ ଆଖିରେ ଲୁହ ଭରି ଦେଲ
ତୁମେ ମିଠା କଥା ମନେ ତପଡୁଛି
କାହାକୁ କହିବି , କିଏ ବା ଶୁଣିଛି
