STORYMIRROR

jagabandhu sahu

Tragedy Others

3  

jagabandhu sahu

Tragedy Others

ପ୍ରିୟା ତୁମେ ଗଲାପରେ

ପ୍ରିୟା ତୁମେ ଗଲାପରେ

1 min
164

ତୁମେ ଥିଲ ବୋଲି ଫୁଲ ଫୁଟୁଥିଲା

   ମୋ ପ୍ରେମର ଅଗଣାରେ

ତୁମେ ଗଲାପରେ ଫୁଲ ଝଡିଗଲା

    ଶ୍ରାବଣର ବରଷାରେ ।


କହି ଯାଇଥିଲ ଫେରି ଯେ ଆସିବ

    ହେଲେ ତ ଫେରିଲ ନାହିଁ

ଶ୍ରାବଣ ସଞ୍ଜରେ ଲେଖୁଛି ବସି ମୁଁ

    ଚିଠିଟିଏ ତୁମ ପାଇଁ ।


ତୁମ କଥା ଭାବି ଆଖି ଲୁହ ମୋର

     ନୟନୁ ପଡୁଛି ଝରି

ବଞ୍ଚି ପାରିବିନି ତୁମ ବିନା ସାଥୀ

    ପାଖକୁ ଆସ ମୋ ଫେରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Tragedy