Ghanashyam Biswal
Romance
ପ୍ରିୟା ପାଖେ ଥିଲେ
ସତେ ଗୋଟେ ମିଠା ସପନ
ଭଲଲାଗେ ସବୁକିଛି
ପୁଣି
ବିଚଳିତ ହୁଏ ମୋ ସୁନା ମନ
ସ୍ୱର୍ଗ ହୁଏ ମାଟି ପରି
ଛୁଏଁ ସେ ଯେବେ ତା ପ୍ରୀତି ଛୁଆଁରେ
ମନ ପକ୍ଷୀ ଉଡ଼େ
ଗାଇ ପ୍ରେମ ଗୀତି
ବାସେ ମୋ ହୃଦୟ ଅଗଣା
ପାଖେ ଥିଲେ ମୋର ନୀଳ ନୟନା
ଖୋଲାକଥା
ମନକଥା
ସିଧା କଥା
ମୋ ସପନ
ଦେଶଭକ୍ତ
ସହିବାକୁ ହେବ
ସନ୍ଦେହ
ମୂର୍ଖ
ପ୍ରେମିକ
ହୃଦୟ ର ଶୂନ୍ୟତା ରେ ପ୍ରେମ ଭରିଦିଏ ସଙ୍ଗୀତର ସ୍ବର ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମର ଲହର ସାତୋ ହୃଦୟ ର ଶୂନ୍ୟତା ରେ ପ୍ରେମ ଭରିଦିଏ ସଙ୍ଗୀତର ସ୍ବର ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମ...
ଯେଣେ ଇଚ୍ଛା ତେଣେ ବରଷି ଯାଅ ହୋଇ ଆନମନା ଜାଣିନି ଚାତକ ପ୍ରତୀକ୍ଷାର ଅନ୍ତ କ୍ଷଣର ପରିକଳ୍ପନା ।। ଯେଣେ ଇଚ୍ଛା ତେଣେ ବରଷି ଯାଅ ହୋଇ ଆନମନା ଜାଣିନି ଚାତକ ପ୍ରତୀକ୍ଷାର ଅନ୍ତ କ୍ଷଣର ପରିକଳ୍ପନା ...
ଉତ୍ସୁକତା ଭରା ପ୍ରିୟତମା ସହ ପ୍ରେମର ପ୍ରଥମ ରାତି ।। ଉତ୍ସୁକତା ଭରା ପ୍ରିୟତମା ସହ ପ୍ରେମର ପ୍ରଥମ ରାତି ।।
ପାର୍ବଣ ପାର୍ବଣ
ସାତ ରଙ୍ଗୀ ଇନ୍ଦ୍ରଧନୁ ସାତ ରଙ୍ଗୀ ଇନ୍ଦ୍ରଧନୁ
ଜୀବନ ସାଥି ଜୀବନ ସାଥି
କିଏ ତୁମେ? କିଏ ତୁମେ?
ପ୍ରେମାଭିମାନ ପ୍ରେମାଭିମାନ
ପ୍ରିୟା ର ସନେଟ୍ ପ୍ରିୟା ର ସନେଟ୍
ଢାଳିଦେଲ ପ୍ରୀତିମଧୁ ତୁମେ ପ୍ରତିଦାନେ ସମ୍ପର୍କରେ ବନ୍ଦୀ ଆଜି ଆମରି ମିଳନେ । ଢାଳିଦେଲ ପ୍ରୀତିମଧୁ ତୁମେ ପ୍ରତିଦାନେ ସମ୍ପର୍କରେ ବନ୍ଦୀ ଆଜି ଆମରି ମିଳନେ ।
କୁରାଳ ପତାକା କୁରାଳ ପତାକା
ଜହ୍ନର ଠିକଣା ଜାଣିଛି ମୋ ପ୍ରିୟା ତା ଓଠର ଠିକଣା ଜାଣିଛି ମୁଁ, ତା ପ୍ରୀତି ଶ୍ରାବଣ ମୋତେ ଭିଯାଉଥାଏ ତା ହୃଦ... ଜହ୍ନର ଠିକଣା ଜାଣିଛି ମୋ ପ୍ରିୟା ତା ଓଠର ଠିକଣା ଜାଣିଛି ମୁଁ, ତା ପ୍ରୀତି ଶ୍ରାବଣ ମୋତ...
ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା
ଅତୀତେ ବିନ୍ଦୁଏ ଲୋତକ ଝରିଲେ କହି ଯାଉଥିଲ ଗୁଡ଼ାଏ କଥା ଆଜି ଏ ଲୁହରେ "କାବେରୀ" ଉଛୁଳେ ଆଉ କି... ଅତୀତେ ବିନ୍ଦୁଏ ଲୋତକ ଝରିଲେ କହି ଯାଉଥିଲ ଗୁଡ଼ାଏ କଥା ଆଜି ଏ ଲୁହରେ "କାବେରୀ" ଉଛୁଳେ...
ଭଙ୍ଗା ପାନ ଖଣ୍ଡକରେ ଚାମକେ ତାଙ୍କ ଓଠ ରଙ୍ଗମୟ ହୁଏ ଯେବେ ପାନ ରଙ୍ଗରେ ଭରି, ଭଙ୍ଗା ପାନ ଖଣ୍ଡକରେ ଚାମକେ ତାଙ୍କ ଓଠ ରଙ୍ଗମୟ ହୁଏ ଯେବେ ପାନ ରଙ୍ଗରେ ଭରି,
ବାହୁ ବନ୍ଧନରେ ବାନ୍ଧି ରଖି ମୋତେ ପିଇଗଲୁ ପ୍ରୀତି ମଧୁ, ସାରା ଦେହ ଛୁଇଁ ତୋ ନାଁ ଲେଖିଲୁ ସତେ କି.. ବାହୁ ବନ୍ଧନରେ ବାନ୍ଧି ରଖି ମୋତେ ପିଇଗଲୁ ପ୍ରୀତି ମଧୁ, ସାରା ଦେହ ଛୁଇଁ ତୋ ନାଁ ଲେଖିଲ...
ଉଜୁଡା ଯମୁନା ଘାଟର ଚାନ୍ଦିନୀ ନିଛାଟିଆ ଜହ୍ନରାତି ହସଫୁଲ ଝରେ ବଧୁଲି ଓଠରୁ କିଏ ହେବ... ଉଜୁଡା ଯମୁନା ଘାଟର ଚାନ୍ଦିନୀ ନିଛାଟିଆ ଜହ୍ନରାତି ହସଫୁଲ ଝରେ ବଧୁଲି ଓ...
ବାଦଲ ଉହାଡେ ମୁହଁ ଲୁଚାଅନା ମୋ ମୁଖକୁ ଟିକେ ଚାହଁ, ଅମର ପ୍ରେମର ଗାଥା ମୁଁ ଗାଇବି ନିରେଖି ତୁମର ମୁହଁ। ବାଦଲ ଉହାଡେ ମୁହଁ ଲୁଚାଅନା ମୋ ମୁଖକୁ ଟିକେ ଚାହଁ, ଅମର ପ୍ରେମର ଗାଥା ମୁଁ ଗାଇବି ନିରେଖ...
ଭସାମେଘ ପରି ଭାସି ଯାଉଥିଲି ତୁମ ପ୍ରେମ ଆକାଶରେ ଭିଜା ଶ୍ରାବଣୀଟେ ସାଜି ତୁମେ ପ୍ରିୟା ଭିଜେଇଦେଲ ଲୁହରେ... ଭସାମେଘ ପରି ଭାସି ଯାଉଥିଲି ତୁମ ପ୍ରେମ ଆକାଶରେ ଭିଜା ଶ୍ରାବଣୀଟେ ସାଜି ତୁମେ ପ୍ରିୟ...
ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା ! ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନ...